Posts on Twitter:

| BSE President Jahan Ara Begum announces cancellation of examination following a probe into reports of leakage of question papers; terming the incident as unfortunate, the BSE president informed that the dates of reexamination will be intimated soon



Show this thread













ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ, ଆଜିର ୨ଟି ସିଟିଂର ପରୀକ୍ଷା ବାତିଲ; ମାଧ୍ୟମିକ ଶିକ୍ଷାବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସୂଚନା






Show this thread

ଓଟିଇଟି ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ ପରୀକ୍ଷା ବାତିଲ । ବାତିଲ ନେଇ ସୂଚନା ଦେଲେ ବୋର୍ଡ ସଭାପତି । ଯାଞ୍ଚ ପରେ ଧାର୍ଯ୍ୟ ହେବ ପରୀକ୍ଷା ତାରିଖ ।



Show this thread

OTET ପରୀକ୍ଷା ବାତିଲ ନେଇ ବୋର୍ଡ ସମ୍ପାଦକ ଜାହାନଆରା ବେଗମଙ୍କ ସୂଚନା, ଆଜି ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଉତ୍ତର ସିଟ୍ ପାଇଥିବା ଖବର ପ୍ରସାରଣ ହୋଇଥିଲା




BREAKINGNEWS ..OTET ପରୀକ୍ଷା ବାତିଲ।ସୂଚନା ଦେଲେ ବୋର୍ଡ ସଭାପତି।ପ୍ରଶ୍ନପତ୍ର ଲିକ ନେଇ ଅଭିଯୋଗ ଆସିଥିଲା।ମାଟ୍ରିକ ପରୀକ୍ଷା ପରେ ଆଉଥରେ ପରୀକ୍ଷା କରାଯିବ ନେଇ କହିଲେ ବୋର୍ଡ଼ ସଭାପତି




ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହ ଠାବ







members have launched a Campaign to develop abilities in women for leadership and rights in Bhubaneswar Municipality Area. Our volunteers are creating awareness on issues like education, self-employment, health, sanitation and nutrition.










With an objective to promote sports in the rural area, Biju Yuva Vahini members have organized a GP level sports event at Talabelgaon in Kalahandi District. Our volunteers are committed to transform Odisha into a global sporting powerhouse in the upcoming years.










ବ୍ରହ୍ମପୁରରେ ବିଜୁ ଯୁବ ବାହିନୀ ପକ୍ଷରୁ ଏକ କ୍ରୀଡା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତୃଣମୂଳ ସ୍ତରରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ଆମ ସ୍ଵେଚ୍ଛାସେବୀ ସଚେତନ।




ପବିତ୍ର ଶାମ୍ବ ଦଶମୀ ଅବସରରେ ହାର୍ଦ୍ଦିକ ଶୁଭକାମନା । -ପ୍ରଶାନ୍ତ ସ୍ୱାଇଁ



Posts on Tumblr:

Odisha style temple, Jagannath Temple at Dibrugarh,Assam

youtube

Handloom Saree from Odisha for every Traditional Fabric Lover