Posts on Twitter:

Odisha on the move! RT :







ମାଛ ଧରାକୁ କେନ୍ଦ୍ର କରି ବ୍ରହ୍ମପୁର ଗୋଳନ୍ଥରା ଥାନା ଘାଟି କାଳୁଆ ନିକଟରେ ଗୁଳିକାଣ୍ଡ । ଅନେକ ଦିନରୁ ମେଦିନାପୁର ଓ କାଳୁଆ ଗାଁର ୨ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିଲା ତିକ୍ତତା । ବିଳମ୍ୱିତ ରାତିରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ।






Retweet Retweeted Like Liked
Show this thread
















ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ରୁ ଆରମ୍ଭ ହେବ ଗୋପାଳପୁର ମହୋତ୍ସବ। ଏହି ମହୋତ୍ସବ ୫ଦିନ ଧରି ଅର୍ଥାତ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।



Retweet Retweeted Like Liked

Produces Another Gem! P Biswanath Patra, a Class IX student of Kendriya Vidyalaya in , hailed for his innovative water dispenser project during Deep Technology Education Program at SIRIUS centre in Sochi,



Retweet Retweeted Like Liked
Show this thread



























Posts on Tumblr:

instagram

Can you chant “Hare Krishna” like kids ?
😀🙏👇😍
#Kids #HareKrishna #berhampur #ISKCON #brahmapur
https://www.instagram.com/p/B4-QboEgCo0/?igshid=1cryl4zyhhy5s

Made with Instagram